ଦାଖଲ ବନ୍ଦ ହୋଇଛି
15/08/2025 - 28/02/2026

ମାଇଁ ଟ୍ୟାପ୍ ମାଇଁ ପ୍ରାଇଡ୍ ଷ୍ଟୋରୀ ଅଫ୍ ଫ୍ରିଡମ ସେଲ୍ଫି ଭିଡିଓ ପ୍ରତିଯୋଗିତା

ଗ୍ରାମାଞ୍ଚଳରେ ଜୀବନଧାରଣର ମାନକୁ ଆହୁରି ଉନ୍ନତ କରିବା ଏବଂ ଜୀବନଧାରଣକୁ ସହଜ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ 2019 ଅଗଷ୍ଟ 15ରେ ଜଳ ଜୀବନ ମିଶନ (JJM) 'ହର ଘର ଜଲ' ଘୋଷଣା କରିଥିଲେ। ଦେଶର ପ୍ରତ୍ୟେକ ଗ୍ରାମାଞ୍ଚଳ ପରିବାରକୁ ନିଶ୍ଚିତ ନଳ ଜଳ ଯୋଗାଣ ସୁନିଶ୍ଚିତ କରିବା ଏହି ମିଶନର ଲକ୍ଷ୍ୟ।

ମାଇଁ ଟ୍ୟାପ୍ ମାଇଁ ପ୍ରାଇଡ୍ ଷ୍ଟୋରୀ ଅଫ୍ ଫ୍ରିଡମ ସେଲ୍ଫି ଭିଡିଓ ପ୍ରତିଯୋଗିତା
ଦାଖଲ ବନ୍ଦ ହୋଇଛି
01/09/2025 - 30/11/2025

ସ୍ୱଚ୍ଛ ସୁଜଲ ଗାଁ କୁ ନେଇ WaSH ପୋଷ୍ଟର ମେକିଂ ପ୍ରତିଯୋଗିତା

ଏକ ସୁସ୍ଥ, ସମ୍ମାନଜନକ ଜୀବନ ପାଇଁ ସୁରକ୍ଷିତ ଜଳ, ପରିମଳ ଏବଂ ପରିଚ୍ଛନ୍ନତା (WaSH) ଉପଲବ୍ଧ ହେବା ଅତ୍ୟନ୍ତ ଜରୁରୀ । ଏହି ଦିଗରେ ଭାରତ ସରକାର ଜଳ ଜୀବନ ମିଶନ (JJM) ଏବଂ ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ (SBM-G) ଭଳି ପ୍ରମୁଖ ପଦକ୍ଷେପ ମାଧ୍ୟମରେ ଗ୍ରାମୀଣ ଭାରତରେ ବିଶୁଦ୍ଧ ପାନୀୟ ଜଳ ଏବଂ ପରିମଳର ସାର୍ବଜନୀନ ଉପଲବ୍ଧତାକୁ ସୁନିଶ୍ଚିତ କରୁଛନ୍ତି।

ସ୍ୱଚ୍ଛ ସୁଜଲ ଗାଁ କୁ ନେଇ WaSH ପୋଷ୍ଟର ମେକିଂ ପ୍ରତିଯୋଗିତା
ଦାଖଲ ବନ୍ଦ ହୋଇଛି
29/07/2024 - 30/10/2024

ଜଳ ଜୀବନ ମିଶନ ଟ୍ୟାପ୍ ଜଳ - ସୁରକ୍ଷିତ ଜଳ

ଗ୍ରାମାଞ୍ଚଳର ସମସ୍ତ ପରିବାରକୁ ବ୍ୟକ୍ତିଗତ ଭାବେ ଟ୍ୟାପ୍ ଯୋଗେ ସୁରକ୍ଷିତ ଓ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଯୋଗାଇ ଦେବା ଲାଗି ଜଳ ଜୀବନ ମିଶନର ପରିକଳ୍ପନା କରାଯାଇଛି ।

ଜଳ ଜୀବନ ମିଶନ ଟ୍ୟାପ୍ ଜଳ - ସୁରକ୍ଷିତ ଜଳ
ଦାଖଲ ବନ୍ଦ ହୋଇଛି
14/06/2023 - 26/01/2024

ଜାତୀୟ ସ୍ତରୀୟ ଚଳଚ୍ଚିତ୍ର ପ୍ରତିଯୋଗିତା

ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟର ପାନୀୟ ଜଳ ଓ ପରିମଳ ବିଭାଗ (DDWS) ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ (SBMG)ର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ODF ପ୍ଲସ୍ ମଡେଲ୍ ଭିଲେଜରେ ସୃଷ୍ଟି ହୋଇଥିବା ସମ୍ପତ୍ତିକୁ ପ୍ରଦର୍ଶିତ କରି 14 ଜୁନ୍ 2023ରୁ ଅଗଷ୍ଟ 15, 2023 ପର୍ଯ୍ୟନ୍ତ ଜାତୀୟସ୍ତରୀୟ ଚଳଚ୍ଚିତ୍ର ପ୍ରତିଯୋଗିତା ଆୟୋଜନ କରାଯାଉଛି।

ଜାତୀୟ ସ୍ତରୀୟ ଚଳଚ୍ଚିତ୍ର ପ୍ରତିଯୋଗିତା
ଦାଖଲ ବନ୍ଦ ହୋଇଛି
03/07/2023 - 26/01/2024

ODF ପ୍ଲସ୍ ଆସେଟ୍ ଫଟୋଗ୍ରାଫି ଅଭିଯାନ

ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟର ପାନୀୟ ଜଳ ଓ ପରିମଳ ବିଭାଗ (DDWS) ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ (SBMG)ର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଏବଂ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ODF ପ୍ଲସର ବିଭିନ୍ନ ଉପାଦାନ ଉପରେ ହାଇ ରିଜୋଲ୍ୟୁସନ୍ ଉତ୍ତମ ମାନର ଫଟୋ ଉଠାଇବା ପାଇଁ ସ୍ୱଚ୍ଛତା ଫଟୋ ଅଭିଯାନ ଆୟୋଜନ କରୁଛି ।

ODF ପ୍ଲସ୍ ଆସେଟ୍ ଫଟୋଗ୍ରାଫି ଅଭିଯାନ
ଦାଖଲ ବନ୍ଦ ହୋଇଛି
ତା 03/07/2023 - 21/08/2023

ଭାରତ ଇଣ୍ଟରନେଟ୍ ଉତ୍ସବ

ଭାରତ ଇଣ୍ଟରନେଟ୍ ଉତ୍ସବ ହେଉଛି ଯୋଗାଯୋଗ ମନ୍ତ୍ରଣାଳୟର ଏକ ପଦକ୍ଷେପ ଯାହା ନାଗରିକମାନଙ୍କ ଜୀବନର ବିଭିନ୍ନ ଦିଗ ଉପରେ ଇଣ୍ଟରନେଟ୍ ଦ୍ୱାରା ଆସିଥିବା ପରିବର୍ତ୍ତନ ଉପରେ ବିଭିନ୍ନ ବାସ୍ତବ ଜୀବନ କାହାଣୀକୁ ବାଣ୍ଟିବା ଦିଗରେ କାର୍ଯ୍ୟ କରିବ।

ଭାରତ ଇଣ୍ଟରନେଟ୍ ଉତ୍ସବ
ଦାଖଲ ବନ୍ଦ ହୋଇଛି
02/12/2022 - 08/03/2023

ଗ୍ରାମ ପଞ୍ଚାୟତ ପାଇଁ ଜାତୀୟ ODF ପ୍ଲସ ଚଳଚ୍ଚିତ୍ର ପ୍ରତିଯୋଗିତା

ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟର ପାନୀୟ ଜଳ ଓ ପରିମଳ ବିଭାଗ (DDWS) ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ (SBMG)ର ଦ୍ୱିତୀୟ ପର୍ଯ୍ୟାୟ ଏବଂ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା ଉପରେ ଗ୍ରାମ ପଞ୍ଚାୟତଗୁଡିକ ପାଇଁ ଜାତୀୟ ODF ପ୍ଲସ୍ ଚଳଚ୍ଚିତ୍ର ପ୍ରତିଯୋଗିତା ଆୟୋଜନ କରୁଛି ।

ଗ୍ରାମ ପଞ୍ଚାୟତ ପାଇଁ ଜାତୀୟ ODF ପ୍ଲସ ଚଳଚ୍ଚିତ୍ର ପ୍ରତିଯୋଗିତା