ଅତୀତ ପଦକ୍ଷେପ
Story Writing Competition on the occasion of National Unity Day
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ପ୍ରତିବର୍ଷ ଅକ୍ଟୋବର 31 ତାରିଖରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଏ । ଏହା କେବଳ ସ୍ୱାଧୀନ ଭାରତର ଜାତୀୟ ସଂହତିର ସ୍ରଷ୍ଟା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀକୁ ସ୍ମରଣ କରେ ନାହିଁ ବଂର
75 ଲକ୍ଷ ପୋଷ୍ଟ କାର୍ଡ ଅଭିଯାନ
'ଆଜାଦୀ କା ଅମୃତ ମହୋତ୍ସବ' (AKAM)ର ଏକ ଅଂଶବିଶେଷ ସ୍ୱରୂପ, ଯୋଗାଯୋଗ ମନ୍ତ୍ରଣାଳୟର ଡାକ ବିଭାଗ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟର ସହଭାଗତାର 75 ଲକ୍ଷ ପୋଷ୍ଟ କାର୍ଡ ଅଭିଯାନର ପ୍ରସ୍ତାବ ଦେଇଛି।
Road Safety Hackathon
ବିଶେଷକରି ବିକାଶଶୀଳ ଦେଶମାନଙ୍କରେ ସଡ଼କ ନିରାପତ୍ତା ଜନସାଧାରଣଙ୍କ ନିରାପତ୍ତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚିନ୍ତାର ବିଷୟ ହୋଇଥିବାରୁ ସଡ଼କ ଓ ପରିବହନ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ନୂତନ ଆବିଷ୍କାର ଏବଂ ବୈଷୟିକ ଜ୍ଞାନକୌଶଳରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି।
UPBHOKTA SANRAKSHAN CHUNAUTI 2021
ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଅଧୀନରେ ଥିବା ଦୁଇଟି ବିଭାଗ ମଧ୍ୟରୁ ଖାଉଟି ବ୍ୟାପାର ବିଭାଗ ଅନ୍ୟତମ । ଖାଉଟି ଅଧିକାର ସୁରକ୍ଷା, ଉପଭୋକ୍ତା ସଚେତନତା ସୃଷ୍ଟି ଏବଂ ଉପଭୋକ୍ତା ଅଭିଯୋଗଗୁଡ଼ିକର ସମାଧାନ ଉପଭୋକ୍ତା ସୁରକ୍ଷା ଆଇନ 2019 ପରିସରଭୂକ୍ତ କରିବା ବିଭାଗର ଦାୟିତ୍ୱ ରହିଛି।
Call for Papers–IIGF 2021
ଇଣ୍ଡିଆ ଇଣ୍ଟରନେଟ୍ ଗଭର୍ଣ୍ଣାନ୍ସ ଫୋରମ୍ (IIGF) ମିଳିତ ଜାତିସଙ୍ଘ ଭିତ୍ତିକ ଇଣ୍ଟରନେଟ୍ ଗଭର୍ଣ୍ଣାନ୍ସ ଫୋରମ୍ (IGF)ର ଟୁନିସ ଏଜେଣ୍ଡାର ଅନୁଚ୍ଛେଦ 72ର IGF ମ୍ୟାଣ୍ଡେଟ୍ ପାଳନ କରେ।
Amrit Mahotsav App Innovation Challenge 2021
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ସ୍ୱାଧୀନତାର 75ତମ ବର୍ଷକୁ ଆଜାଦୀ କା ଅମୃତ ମହୋତ୍ସବ ଭାବରେ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି । ଏହି ପବିତ୍ର ଅବସରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଅମୃତ ମହୋତ୍ସବ ଆପ୍ ଇନୋଭେସନ ଚ୍ୟାଲେଞ୍ଜ 2021ର ଶୁଭାରମ୍ଭ କରୁଛି।
Tech Champions of India
ଏହି ଦଶନ୍ଧିକୁ 'ଭାରତର ପ୍ରଯୁକ୍ତି' ଭାବେ ଗଢ଼ିତୋଳିବା ଲାଗି କାର୍ଯ୍ୟ କରିବା ଲାଗି ମାନ୍ୟବର ପ୍ରଧାନମନ୍ତ୍ରୀ ଭାରତର ଟେକ୍ନୋଲୋଜି ଲିଡର୍ମାନଙ୍କୁ ଆହ୍ୱାନ କରିଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଭାରତକୁ ଅଗ୍ରଣୀ କରିବାରେ ଟେକ୍ନୋଲୋଜି ଲିଡର୍ଙ୍କର ପ୍ରମୁଖ ଭୂମିକା ରହିଛି।
Planetarium Innovation Challenge
NASA ସେମାନଙ୍କ ପ୍ଲାନେଟାରିୟମରେ (ଅଗମେଣ୍ଟେଡ୍ ରିଆଲିଟି (A.R.), ଭର୍ଚୁଆଲ୍ ରିଆଲିଟି (V.R.) ଏବଂ ମିଶ୍ରିତ ରିଆଲିଟି (M.R.) ଟେକ୍ନୋଲୋଜିକୁ ସମନ୍ଵିତ କରିବା କ୍ଷେତ୍ରରେ ବଡ଼ ଅଗ୍ରଗତି କରୁଛି ।
FOSS4Gov Innovation Challenge
ସରକାର 2015ରେ ଆରମ୍ଭ କରିଥିବା ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଡିଜିଟାଲ ପ୍ରବେଶ, ଡିଜିଟାଲ ଭିତ୍ତିଭୂମି, ଡିଜିଟାଲ ସଶକ୍ତିକରଣ ଏବଂ ଡିଜିଟାଲ ଅନ୍ତର୍ଭୁକ୍ତିକରଣର ସାଧାରଣ ସୂତ୍ର ସହିତ ଡିଜିଟାଲ ବିଭାଜନକୁ ଦୂର କରିବା ସୁନିଶ୍ଚିତ କରିଛି।
Development of a Cloud Based Web Accessibility Reporting Solution
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଅନ୍ତର୍ଗତ କ୍ଲାଉଡ ଆଧାରିତ ୱେବ ଆକ୍ସେସିବିଲିଟି ରିପୋର୍ଟିଂ ସମାଧାନର ବିକାଶ ପାଇଁ ଏକ ଅଭିନବ ଚ୍ୟାଲେଞ୍ଜ ଘୋଷଣା କରିଛି। ଏହି ସମାଧାନ ଏକ ସ୍ୱ-ମୂଲ୍ୟାୟନ ଉପକରଣ ହେବ ଯାହା ବିଭାଗଗୁଡ଼ିକ ଦ୍ୱାରା ସେମାନଙ୍କ ୱେବସାଇଟ୍ର ଉପଲବ୍ଧତାର ମୂଲ୍ୟାଙ୍କନ/ ନିରନ୍ତର ଅନୁଧ୍ୟାନ ପାଇଁ ବ୍ୟବହାର କରାଯିବ।
PMFBY Meri Fasal Bimit Fasal Challenge
2016ରେ ଆରମ୍ଭ ହୋଇଥିବା ଭାରତ ସରକାରଙ୍କ ପ୍ରମୁଖ ଫସଲ ବୀମା ଯୋଜନା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର 5 ବର୍ଷ ପୂରଣ ହୋଇଛି।
Amrit Mahotsav Shri Shakti Challenge 2021
ମିଳିତ ଜାତିସଙ୍ଘର ଘୋଷଣାପତ୍ରରେ ଉଲ୍ଲେଖ କରାଯାଇଥିବା ସମାନତାର ଦୃଷ୍ଟିକୋଣକୁ ଆଧାର କରି ମିଳିତ ଜାତିସଙ୍ଘ ମହିଳା ଏବଂ ଝିଅମାନଙ୍କ ପ୍ରତି ହେଉଥିବା ଭେଦଭାବ ଦୂର କରିବା, ମହିଳା ସଶକ୍ତିକରଣ ଏବଂ ସହଯୋଗୀ ଭାବେ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ସମାନତାର ଉପଲବ୍ଧି ପାଇଁ କାର୍ଯ୍ୟ କରୁଛି।
Online Essay Writing Competition
ଆଜାଦୀ କା ଅମୃତ ମହୋତ୍ସବର ଅଂଶବିଶେଷ ସ୍ୱରୂପ ଏକ ଅନଲାଇନ୍ ପ୍ରବନ୍ଧ ରଚନା ପ୍ରତିଯୋଗିତା ଘୋଷଣା କରି ବାଣିଜ୍ୟ ବିଭାଗ ଖୁସି ବ୍ୟକ୍ତ କରିଛି। ଆପଣ ଜାଣିଥିବେ ଯେ 'ଆଜାଦୀ କା ଅମୃତ ମହୋତ୍ସବ' ହେଉଛି ଭାରତ ସରକାରଙ୍କର ଏକ ପଦକ୍ଷେପ।
Swachhata Filmon ka Amrit Mahotsav
ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟର ପାନୀୟ ଜଳ ଓ ପରିମଳ ବିଭାଗ (DDWS) ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ (SBMG)ର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଏବଂ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଏକ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ସ୍ୱଚ୍ଛତା ଫିଲ୍ମୋ କା ଅମୃତ ମହୋତ୍ସବ ଆୟୋଜନ କରାଯାଉଛି ।
Suggestions for review of Customs Duty Exemptions
ବଜେଟ ଭାଷଣ ସମୟରେ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ ଯେ ବର୍ତ୍ତମାନର ସୀମା ଶୁଳ୍କ ଛାଡ଼ ବିଜ୍ଞପ୍ତିର ଅଧିକ ସମୀକ୍ଷା ବ୍ୟାପକ ବିଚାର ବିମର୍ଶ ମାଧ୍ୟମରେ କରାଯିବ।
National Commission for Women
ଜାତୀୟ ମହିଳା ଆୟୋଗ ହେଉଛି ଏକ ସର୍ବୋଚ୍ଚ ଆଇନଗତ ସଂସ୍ଥା ଯାହା ମହିଳାମାନଙ୍କୁ ଜୀବନର ସବୁ କ୍ଷେତ୍ରରେ ସମାନତା ଏବଂ ସମାନ ଭାଗିଦାରୀ ହାସଲ କରିବା ଦିଗରେ ସକ୍ଷମ କରିବା ପାଇଁ କାର୍ଯ୍ୟ କରୁଛି । ଯାହା କି ଆର୍ଥିକ ସ୍ୱାଧିନତା ହିଁ ନାରୀ ସଶକ୍ତିକରଣର ଚାବିକାଠି ବୋଲି ସ୍ୱୀକାର କରିଛି
Indian Language Learning App Innovation Challenge
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ 2015 ଅକ୍ଟୋବର 31 ତାରିଖରେ ଆୟୋଜିତ ରାଷ୍ଟ୍ରୀୟ ଏକତା ଦିବସରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ଅଞ୍ଚଳର ନାଗରିକମାନଙ୍କ ମଧ୍ୟରେ ଏକ ନିରନ୍ତର ଏବଂ ସଂଗଠିତ ସାଂସ୍କୃତିକ ସମ୍ପର୍କର ଧାରଣା ଉପସ୍ଥାପନ କରିଥିଲେ ।
Azadi Ka Amrit Mahotsav
ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ (MoE) ଭାରତର ସ୍ୱାଧୀନତାର 75ତମ ବର୍ଷ ପାଳନ ଅବସରରେ ସୃଜନାତ୍ମକ ଅଂଶଗ୍ରହଣ ପ୍ରତିଯୋଗିତା ଘୋଷଣା କରି ଆନନ୍ଦିତ।
AI for Agriculture Hackathon
ପ୍ରତିବର୍ଷ ମାର୍ଚ୍ଚ 22 ତାରିଖରେ ସାରା ବିଶ୍ୱରେ ପାଳନ କରାଯାଉଥିବା ବିଶ୍ୱ ଜଳ ଦିବସ ଅବସରରେ ମାଇଁଗଭ୍, ଗୁଗୁଲ ଏବଂ HUL ଆପଣଙ୍କ ସହ ସହଭାଗୀ ହୋଇ AI ସମାଧାନକୁ ବ୍ୟବାହାରିକ କ୍ଷେତ୍ରକୁ ନେବାକୁ ଚାହୁଁଛନ୍ତି।
Pariksha Pe Charcha 2021
ଆପଣ ମଧ୍ୟ ସବୁଠାରୁ ପ୍ରେରଣାଦାୟୀ ପ୍ରଧାନମନ୍ତ୍ରୀଙ୍କ ସହିତ ବୁଲିବାର ସୁଯୋଗ ପାଇପାରିବେ, ତାଙ୍କୁ ଟିପ୍ସ ମାଗିପାରିବେ, ପରାମର୍ଶ ମାଗିପାରିବେ...ଏପରିକି ଆପଣ ସବୁବେଳେ ପଚାରିବାକୁ ଚାହୁଁଥିବା ପ୍ରଶ୍ନର ଉତ୍ତର ମଧ୍ୟ ଦେଇପାରିବେ !
Safer India Hackathon
ବର୍ତ୍ତମାନ ସମୟରେ ସଡ଼କ ସୁରକ୍ଷା ଏକ ପ୍ରମୁଖ ବିଷୟ ପାଲଟିଛି। ସଡ଼କ ଦୁର୍ଘଟଣା (RTA) ଏକ ବିଶ୍ୱସ୍ତରୀୟ ଦୁର୍ଘଟଣା ଯାହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ବାଧା ସୃଷ୍ଟି କରୁଛି। ପ୍ରତିଦିନ 414ଟି ମୂଲ୍ୟବାନ ଜୀବନ ସଡ଼କ ଦୁର୍ଘଟଣାରେ ନଷ୍ଟ ହେଉଛି। ସଡ଼କ ସୁରକ୍ଷା ମଣିଷର ଚରିତ୍ରକୁ ପ୍ରତିଫଳିତ କରିଥାଏ।
Safer India Ideathon- Ideate for Road Safety
ବର୍ତ୍ତମାନ ସମୟରେ ସଡ଼କ ସୁରକ୍ଷା ଏକ ପ୍ରମୁଖ ବିଷୟ ପାଲଟିଛି। ସଡ଼କ ଦୁର୍ଘଟଣା (RTA) ଏକ ବିଶ୍ୱସ୍ତରୀୟ ଦୁର୍ଘଟଣା ଯାହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ବାଧା ସୃଷ୍ଟି କରୁଛି। ପ୍ରତିଦିନ 414ଟି ମୂଲ୍ୟବାନ ଜୀବନ ସଡ଼କ ଦୁର୍ଘଟଣାରେ ନଷ୍ଟ ହେଉଛି। ସଡ଼କ ସୁରକ୍ଷା ମଣିଷର ଚରିତ୍ରକୁ ପ୍ରତିଫଳିତ କରିଥାଏ। ଅନେକ ସଡ଼କ ସୁରକ୍ଷା ଅଭିଯାନ ଏବଂ ସଚେତନତା କାର୍ଯ୍ୟକ୍ରମ ପରେ ମଧ୍ୟ ଭାରତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି, ଯାହା ଫଳରେ 199ଟି ଦେଶ ମଧ୍ୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାରେ ଭାରତ ପ୍ରଥମ ସ୍ଥାନରେ ରହିଛି ଏବଂ ବିଶ୍ୱରେ ଦୁର୍ଘଟଣା ଜନିତ ମୃତ୍ୟୁର ପ୍ରାୟ 11% ଅଟେ।
Agri India Hackathon
କୃଷି କ୍ଷେତ୍ରରେ ନବୋନ୍ମେଷକୁ ତ୍ୱରାନ୍ୱିତ କରିବା ଏବଂ କଥାବାର୍ତ୍ତା ସୃଷ୍ଟି କରିବା ଲାଗି ଏଗ୍ରି ଇଣ୍ଡିଆ ହାକାଥନ ହେଉଛି ସର୍ବବୃହତ ଭର୍ଚୁଆଲ ସମାବେଶ। ପୁସା କୃଷି, ICAR- ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ (IARI), ଭାରତୀୟ କୃଷି ଗବେଷଣା ପରିଷଦ (ICAR) ଏବଂ କୃଷି ବିଭାଗ, ସହଯୋଗ ଓ କୃଷକ କଲ୍ୟାଣ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏଗ୍ରି ଇଣ୍ଡିଆ ହାକାଥନର ଆୟୋଜନ କରାଯାଇଛି ।
Essay and Patriotic Poetry Writing Competition
ଜାନୁଆରୀ 26 ତାରିଖରେ ସାଧାରଣତନ୍ତ୍ର ଦିବସକୁ ପାଳନ କରିବା ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି। 1950 ମସିହା ଜାନୁଆରୀ 26 ତାରିଖରେ ଭାରତ ଏକ ଗଣତନ୍ତ୍ରରେ ପରିଣତ ହୋଇଥିଲା। ଆଜିର ଦିନରେ ଭାରତ ସରକାର ଅଧିନିୟମ (1935)କୁ ହଟାଇ ଆମ ଦେଶରେ ଭାରତର ସମ୍ବିଧାନ ଲାଗୁ କରାଯାଇଥିଲା
ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ପ୍ରତିଫଳିତ କରୁଥିବା କଣ୍ଢେଇ ଆଧାରିତ ଗେମ୍
'ଆତ୍ମନିରଭର ଟଏ ଇନୋଭେଶନ ଚ୍ୟାଲେଞ୍ଜ' ଆପଣଙ୍କୁ ଭାରତୀୟ ପରମ୍ପରା ଏବଂ ସଂସ୍କୃତି ଦ୍ୱାରା ଅନୁପ୍ରାଣିତ ଏକ ଆକର୍ଷଣୀୟ ଟଏ ବା ଖେଳନା ଆଧାରିତ ଖେଳ ସୃଷ୍ଟି କରିବା ଏବଂ ଏଥିରେ ଭାଗ ନେବା ପାଇଁ ସ୍ୱାଗତ କରୁଛି। ଖେଳନା ଓ ଖେଳ ସବୁବେଳେ ଛୋଟ ପିଲାମାନଙ୍କୁ ସମାଜରେ ଜୀବନ ଏବଂ ମୂଲ୍ୟବୋଧ ବିଷୟରେ ପ୍ରଶିକ୍ଷଣ ଦେବାର ଏକ ଆନନ୍ଦଦାୟକ ମାଧ୍ୟମ ହୋଇ ରହିଛି।































