ଏକ ସୁସ୍ଥ, ସମ୍ମାନଜନକ ଜୀବନ ପାଇଁ ସୁରକ୍ଷିତ ଜଳ, ପରିମଳ ଏବଂ ପରିଚ୍ଛନ୍ନତା (WaSH) ଉପଲବ୍ଧ ହେବା ଅତ୍ୟନ୍ତ ଜରୁରୀ । ଏହି ଦିଗରେ ଭାରତ ସରକାର ଜଳ ଜୀବନ ମିଶନ (JJM) ଏବଂ ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ (SBM-G) ଭଳି ପ୍ରମୁଖ ପଦକ୍ଷେପ ମାଧ୍ୟମରେ ଗ୍ରାମୀଣ ଭାରତରେ ବିଶୁଦ୍ଧ ପାନୀୟ ଜଳ ଏବଂ ପରିମଳର ସାର୍ବଜନୀନ ଉପଲବ୍ଧତାକୁ ସୁନିଶ୍ଚିତ କରୁଛନ୍ତି।