Project Veer Gatha was instituted under Gallantry Awards Portal (GAP) in 2021 with the aim to disseminate the details of acts of bravery of the Gallantry Awardees and the life stories of these brave hearts among the students so as to raise the spirit of patriotism and instill amongst them values of civic consciousness
Reporting of suspicious claims in NEET (UG) 2026 Exam
ପ୍ରତିବର୍ଷ ମେ 31 ତାରିଖକୁ ବିଶ୍ୱ ତମାଖୁ ନିଷେଧ ଦିବସ ଭାବେ ପାଳନ କରାଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଦ୍ୱାରା ଆରମ୍ଭ ହୋଇଥିବା ଏହି ଦିବସର ଉଦ୍ଦେଶ୍ୟ ସ୍ୱାସ୍ଥ୍ୟ, ପରିବେଶ ଏବଂ ଅର୍ଥନୀତି ଉପରେ ତମାଖୁର କ୍ଷତିକାରକ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା। ତମାଖୁ ସେବନ ହ୍ରାସ ଓ ତମାଖୁ ମୁକ୍ତ ସମାଜ ଗଠନ ଦିଗରେ ସାମୁହିକ ପଦକ୍ଷେପ ନେବା ପାଇଁ ଏହା ବ୍ୟକ୍ତି, ଗୋଷ୍ଠୀ ଓ ସରକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ମଞ୍ଚ ଭାବେ କାର୍ଯ୍ୟ କରିଥାଏ।
'ବାଲ୍ପନ୍ କି କବିତା' ପଦକ୍ଷେପ କାର୍ଯ୍ୟକ୍ରମ ହିନ୍ଦୀ, ଆଞ୍ଚଳିକ ଭାଷା ଏବଂ ଇଂରାଜୀ ଭାଷାରେ ପାରମ୍ପରିକ ଏବଂ ନୂତନ ଛନ୍ଦ/କବିତାଗୁଡ଼ିକୁ ପୁନରୁଦ୍ଧାର ଏବଂ ଲୋକପ୍ରିୟ କରିବା ପାଇଁ ପ୍ରୟାସ କରୁଛି।
ଜାତୀୟ ଶିକ୍ଷା ନୀତି 2020 ରେ ଯୁବମନର ସଶକ୍ତୀକରଣ ଏବଂ ଏକ ଶିକ୍ଷଣ ଇକୋ-ସିଷ୍ଟମ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି ଯାହା ଯୁବ ପାଠକ/ ଶିକ୍ଷାର୍ଥୀମାନଙ୍କୁ ଭବିଷ୍ୟତ ଦୁନିଆରେ ନେତୃତ୍ୱ ଭୂମିକା ପାଇଁ ପ୍ରସ୍ତୁତ କରିପାରିବ ।
ବୀର ଗାଥା ପ୍ରକଳ୍ପ ବୀରତା ପୁରସ୍କାର ପୋର୍ଟାଲ (GAP) ଅଧୀନରେ 2021ରେ ଆରମ୍ଭ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ବୀରତା ପୁରସ୍କାର ବିଜେତାମାନଙ୍କ ବୀରତ୍ୱର ବିବରଣୀ ଏବଂ ଏହି ବୀରମାନଙ୍କ ଜୀବନ କାହାଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରସାରିତ କରିବା ଯାହାଦ୍ୱାରା ଦେଶଭକ୍ତିର ଭାବନା ବୃଦ୍ଧି ପାଇବ ଏବଂ ସେମାନଙ୍କ ମଧ୍ୟରେ ନାଗରିକ ଚେତନାର ମୂଲ୍ୟବୋଧ ଜାଗ୍ରତ ହେବ।
NTA ମାଧ୍ୟମରେ ପରୀକ୍ଷା ପ୍ରକ୍ରିୟାରେ ହୋଇଥିବା ସଂସ୍କାର ଉପରେ ନିଜର ମତାମତ ଦିଅନ୍ତୁ
ଜାନୁଆରୀ 29, 2024ରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ସିଧାସଳଖ ଭାବ ବିନିମୟ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ । 2024ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମର ଏକ ଅଂଶ ହୁଅନ୍ତୁ, ଏକ ଗ୍ରୁପ୍ ଫଟୋ କ୍ଲିକ୍ କରନ୍ତୁ, ଅପଲୋଡ୍ କରନ୍ତୁ ଏବଂ ଫିଚର୍ ହେବାର ସୂଯୋଗ ପାଆନ୍ତୁ !
ସମୟ ଆସିଛି ପରୀକ୍ଷା ଚାପକୁ ପଛରେ ପକାଇ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ପ୍ରେରଣା ପାଇବାର! । ଭାରତର ପ୍ରତ୍ୟେକ ଛାତ୍ରଛାତ୍ରୀ ଯେଉଁ ଭାବ କାର୍ଯ୍ୟକ୍ରମକୁ ଅପେକ୍ଷା କରିଛନ୍ତି, ତାହା ଆରମ୍ଭ ହେବାକୁ ଯାଉଛି - ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପରୀକ୍ଷା ପେ ଚର୍ଚ୍ଚା 2024 !
ଆମ ଭାରତୀୟ ଖେଳନା କାହାଣୀରେ ସବୁଠାରୁ ବଡ଼ ସଭ୍ୟତା-ସିନ୍ଧୁ-ସରସ୍ୱତୀ କିମ୍ବା ହରପ୍ପା ସଭ୍ୟତାରୁ ଆରମ୍ଭ କରି ପ୍ରାୟ 5000 ବର୍ଷର ପରମ୍ପରା ରହିଛି।
ପ୍ରୋଜେକ୍ଟ ବୀର ଗାଥା ଏହି ମହତ୍ ଉଦ୍ଦେଶ୍ୟକୁ ଆହୁରି ଗଭୀର କରି ସ୍କୁଲ ଛାତ୍ରଛାତ୍ରୀଙ୍କୁ ସାହସିକତା ପୁରସ୍କାର ବିଜେତାଙ୍କ ଉପରେ ଆଧାରିତ ସୃଜନଶୀଳ ପ୍ରକଳ୍ପ/କାର୍ଯ୍ୟକଳାପ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିଥିଲା।
2020 ଜୁଲାଇ 29ରେ ଜାତୀୟ ଶିକ୍ଷା ନୀତି ଘୋଷଣା କରାଯାଇଥିଲା। ଯୁବପିଢ଼ିଙ୍କୁ ସେମାନଙ୍କ ସୃଜନଶୀଳତାକୁ ଉପଯୋଗ କରି NEP ସହିତ ସେମାନଙ୍କ ଅନୁଭୂତି ବିଷୟରେ ସଂକ୍ଷିପ୍ତ ଭିଡିଓ ପ୍ରସ୍ତୁତ କରିବା ଏବଂ ଉପସ୍ଥାପନ କରିବା ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଛି।
ସମୟ ଆସିଛି ପରୀକ୍ଷା ଚାପକୁ ପଛରେ ପକାଇ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ପ୍ରେରଣା ପାଇବାର! । ଭାରତର ପ୍ରତ୍ୟେକ ଛାତ୍ରଛାତ୍ରୀ ଯେଉଁ ଭାବ କାର୍ଯ୍ୟକ୍ରମକୁ ଅପେକ୍ଷା କରିଛନ୍ତି, ତାହା ଆରମ୍ଭ ହେବାକୁ ଯାଉଛି - ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପରୀକ୍ଷା ପେ ଚର୍ଚ୍ଚା !
ବୀର ଗାଥା ସଂସ୍କରଣ-1ର ପ୍ରବଳ ପ୍ରତିକ୍ରିୟା ଓ ସଫଳତା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଶିକ୍ଷା ମନ୍ତ୍ରଣାଳୟ ସହ ସମନ୍ୱୟ ରକ୍ଷା କରି ଏବେ 'ବୀର ଗାଥା 2.0' ପ୍ରକଳ୍ପ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି, ଯାହା 2023 ଜାନୁଆରୀରେ ପୁରସ୍କାର ବିତରଣ ସମାରୋହ ସହ ଶେଷ ହେବ ବୋଲି ପ୍ରସ୍ତାବ ରହିଛି। ଗତ ସଂସ୍କରଣ ଅନୁଯାୟୀ, ଏହି ପ୍ରକଳ୍ପ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ବିଦ୍ୟାଳୟ ପାଇଁ ଉପଲବ୍ଧ ରହିବ।
ଜାନୁଆରୀ 26 ତାରିଖରେ ସାଧାରଣତନ୍ତ୍ର ଦିବସକୁ ପାଳନ କରିବା ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି। 1950 ମସିହା ଜାନୁଆରୀ 26 ତାରିଖରେ ଭାରତ ଏକ ଗଣତନ୍ତ୍ରରେ ପରିଣତ ହୋଇଥିଲା। ଆଜିର ଦିନରେ ଭାରତ ସରକାର ଅଧିନିୟମ (1935)କୁ ହଟାଇ ଆମ ଦେଶରେ ଭାରତର ସମ୍ବିଧାନ ଲାଗୁ କରାଯାଇଥିଲା