ବିଶେଷ ଚ୍ୟାଲେଞ୍ଜ

ଭାରତରେ ବିକଶିତ ହେଉଥିବା ଷ୍ଟାର୍ଟ-ଅପ୍ ଇକୋସିଷ୍ଟମର ପରିଣାମ ସ୍ୱରୂପ ନୂଆ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କେତେକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସଫଳ ସମାଧାନ ପ୍ରଦାନ କରୁଛି। ଏହି ଇକୋସିଷ୍ଟମର ଉପଯୋଗ ଅଟଳ ମିଶନ ଫର୍ ରିଜୁଭେନେଶନ ଆଣ୍ଡ୍ ଅର୍ବାନ ଟ୍ରାନ୍ସଫରମେଶନ 2.0 (AMRUT 2.0)ର ଲକ୍ଷ୍ୟ ହାସଲ ପାଇଁ କରାଯିବା ଆବଶ୍ୟକ ଅର୍ଥାତ ସହରାଞ୍ଚଳ ଜଳ ଏବଂ ବର୍ଜ୍ୟ ଜଳ କ୍ଷେତ୍ରରେ ଜଟିଳତା ଦୂର କରି ଅଭିନବ ସମାଧାନ ବିକଶିତ କରି ସହରାଞ୍ଚଳଗୁଡ଼ିକୁ ଜଳ ସୁରକ୍ଷିତ କରିବା।
ସଦ୍ୟତମ ପଦକ୍ଷେପ
UN@80 ବୈଦିଶିକ ମନ୍ତ୍ରଣାଳୟ ଦ୍ୱାରା
ମାଇଁଗଭ୍ ଏବଂ ଡାକ ବିଭାଗ, ସହ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ମିଳିତ ଜାତିସଂଘ ରାଜନୈତିକ ବିଭାଗ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏବଂ ସମଗ୍ର ଭାରତର କଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମିଳିତ ଜାତିସଙ୍ଘ@80 ପାଇଁ ଡାକଟିକଟ ଡିଜାଇନ୍ କରିବା ପାଇଁ ଆମନ୍ତ୍ରଣ କରିଛି । CBSE ସହ ଅନୁବନ୍ଧିତ ସ୍କୁଲ୍, କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟକୁ ମିଶାଇଲେ, ଏହା ସହିତ ସମସ୍ତ ରାଜ୍ୟ ବୋର୍ଡ ସହ ଅନୁବନ୍ଧିତ ସ୍କୁଲ, ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକ, ଏହି ଅଭିଯାନରେ ଭାଗ ନେଇପାରିବେ ଏବଂ ମାଇଁଗଭ୍ ପୋର୍ଟାଲରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଶ୍ରେଷ୍ଠ 5ଟି ଡାକ ଟିକଟ ଡିଜାଇନ ଦାଖଲ କରିପାରିବେ ।

ବିଶ୍ୱ ତମାଖୁ ନିଷେଧ ଦିବସ ସଚେତନତା ରାଲି ଶିକ୍ଷା ମନ୍ତ୍ରଣାଳୟ ଦ୍ୱ୍ରାରା
ପ୍ରତିବର୍ଷ ମେ 31 ତାରିଖକୁ ବିଶ୍ୱ ତମାଖୁ ନିଷେଧ ଦିବସ ଭାବେ ପାଳନ କରାଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଦ୍ୱାରା ଆରମ୍ଭ ହୋଇଥିବା ଏହି ଦିବସର ଉଦ୍ଦେଶ୍ୟ ସ୍ୱାସ୍ଥ୍ୟ, ପରିବେଶ ଏବଂ ଅର୍ଥନୀତି ଉପରେ ତମାଖୁର କ୍ଷତିକାରକ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା। ତମାଖୁ ସେବନ ହ୍ରାସ ଓ ତମାଖୁ ମୁକ୍ତ ସମାଜ ଗଠନ ଦିଗରେ ସାମୁହିକ ପଦକ୍ଷେପ ନେବା ପାଇଁ ଏହା ବ୍ୟକ୍ତି, ଗୋଷ୍ଠୀ ଓ ସରକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ମଞ୍ଚ ଭାବେ କାର୍ଯ୍ୟ କରିଥାଏ।

CSIR ସାମାଜିକ ପ୍ଲାଟଫର୍ମ 2024
ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ CSIR), ବିଭିନ୍ନ ବିଜ୍ଞାନ ଏବଂ ବିକାଶ କ୍ଷେତ୍ରରେ ଅତ୍ୟାଧୁନିକ ଗବେଷଣା ଏବଂ ବିକାଶ ଜ୍ଞାନ ଆଧାର ପାଇଁ ପରିଚିତ, ଏକ ସମସାମୟିକ ଗବେଷଣା ଏବଂ ବିକାଶ ସଂଗଠନ ।

ଇଣ୍ଡିଆ ପିଚ୍ ପାଇଲଟ୍ ସ୍କେଲ ଷ୍ଟାର୍ଟଅପ୍ ଚ୍ୟାଲେଞ୍ଜ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା